ଆଜି ରାଜ୍ୟ କ୍ୟାବିନେଟ୍ , ୩ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା

ଭୁବନେଶ୍ୱର- ଆଜି ବସୁଛି ରାଜ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ପୂର୍ବାହ୍ନ ସାଢେ ୧୧ରେ ବସିବାକୁ ଥିବା ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି ।

Comments are closed.