କୋରୋନା ନିୟନ୍ତ୍ରଣ ପଦକ୍ଷେପ : ଆଜିଠାରୁ ବାହାର ରାଜ୍ୟରୁ ଓଡିଶା ଆସୁଥିବା ଲୋକଙ୍କ ଉପରେ କଟକଣା

ଭୁବନେଶ୍ୱର- କୋରୋନା ନିୟନ୍ତ୍ରଣ ପାଇଁ ଆଜିଠାରୁ ବାହାରୁ ଓଡିଶା ଆସୁଥିବା ରେଳ ଯାତ୍ରୀଙ୍କ ଉପରେ କଟକଣା ଲାଗୁ ହୋଇଛି । କୋରୋନା ନେଗେଟିଭ ରିପୋର୍ଟ ନ ଥିଲେ ବାହାର ରାଜ୍ୟର ଯାତ୍ରୀ ୭ ଦିନ କ୍ୱାରେଂଟାଇନରେ ରହିବା ବାଧ୍ୟତାମୂଳକ । ଓଡିଶାକୁ ଆସୁଥିବା ଯାତ୍ରୀଙ୍କୁ ୭୨ ଘଂଟାର ଆରଟି-ପିସିଆର୍ କୋରାନା ନେଗେଟିଭ ରିପୋର୍ଟ ଦେବା ଜରୁରୀ । କୋଭିଡର ଦ୍ୱିତୀୟ ଡୋଜ୍ ନେଇଥିଲେ ସାର୍ଟିଫିକେଟ ଦେଖାଇବା ଆବଶ୍ୟକ ।

Comments are closed.