ଜଳେଶ୍ୱରରୁ ଦେଢ କିଲୋଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର-ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଦେଢ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଗିରଫ ଜଣକ ହେଲା ଶେଖ୍ ମୁନାଫ ହୁସେନ ।  ବ୍ରାଉନ ସୁଗାର କାରବାର ହେଉଥିବା ସୂଚନା ପାଇ ଜଳେଶ୍ୱରରେ ଡେରା ପକାଇଥିଲା ଭୁବନେଶ୍ୱରର ଏସଟିଏଫ ଟିମ୍ ।

Comments are closed.