ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ସୁସ୍ଥ ହୋଲୋ ୩ ହଜାର ୮୧୭ କୋରୋନା ରୋଗୀ, ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ଟପିଲା, ଖୋର୍ଧା ଜିଲ୍ଲାରୁ ୯୬୯ ସୁସ୍ଥ

୨.ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୩.ବିଧାନସଭାର ମୌସୁମୀ ଅଧିବେଶନ ଦିନକ ଆଗରୁ ଶେଷ, ଗୃହ ମୁଲତବୀ, ମୋଟ ୭ଟି ବିଲ୍ ପାସ

୪.ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା , ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡିଙ୍କ ପ୍ରତିନିଧି

୫.କୋଲ୍ ବ୍ଲକ୍ ଆବଂଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଦୋଷୀ, ଆସନ୍ତା ୧୪ରେ ଦଣ୍ଡାଦେଶ

୬.କୋରୋନା ମହାମାରୀ ମୁକାବିଲା : ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶାବଳୀ

୭.ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷିତ, ତିନିଜଣ ବୈଜ୍ଞାନିକ ମିଳିତ ଭାବେ ପାଇବେ ସମ୍ମାନ, ବ୍ଲାକହୋଲ୍ ସୃଷ୍ଟି ଓ ଆକାଶଗଙ୍ଗା ସଂପର୍କରେ କରିଥିଲେ ଗବେଷଣା

Comments are closed.