ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଶେଷ ଦିନ, ଟିକା ନେଲେ ବିଏମସି କମିଶନର

ଭୁବନେଶ୍ୱର- ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଶେଷ ଦିନ । ରାଜ୍ୟରେ କୋଭିଡର ଦ୍ୱିତୀୟ ଡୋଜ୍ ଟିକାଦାନ ବି ଜାରି ରହିଛି । କ୍ୟାପିଟାଲ ହସପିଟାଲରେ ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମାର୍ଚ୍ଚ ପହିଲାରୁ ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ କୋଭିଡ ଟିକାକରଣ ଆରମ୍ଭ ହେଉଛି ।

Comments are closed.