ବିନା ହେଲମେଟରେ ବାଇକ ରାଲି, ଟ୍ୱିନ୍ ସିଟିରେ ୧୦୦ ବିକ୍ଷୋଭକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ଭାରତ ବନ୍ଦ ସମୟରେ ବିନା ହେଲମେଟରେ ବାଇକ ରାଲିରେ ସାମିଲ ହୋଇଥିବାରୁ କଟକ ଓ ଭୁବନେଶ୍ୱରରେ ୧୦୦ ଜଣ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଶନରେଟ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖୁବଶୀଘ୍ର ସେମାନଙ୍କ ଘରକୁ ଇ-ଚାଲାଣ ପଠାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Comments are closed.