ସୀତାରାମ ୟେଚୁରୀଙ୍କ ପୁତ୍ର ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର-କୋରୋନାରେ ବରିଷ୍ଠ ସିପିଏମ ନେତା ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀଙ୍କ ପରଲୋକ ହୋଇଯାଇଛି । ଆଶିଷଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୀତାରାମ ୟେଚୁରୀଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାହସର ସହ ୟେଚୁରୀ ପରିବାର ଏହି କଠିନ ସମୟର ସାମନା କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Deeply saddened to know the passing away of CPI (M) General Secretary Sitaram Yechury’s son Ashish Yechury in #COVID19. My condolences to the family during this hour of grief and wish the bereaved family has courage to overcome the irreparable loss.
— Naveen Patnaik (@Naveen_Odisha) April 22, 2021
Comments are closed.