ଆଜି ଅପରାହ୍ନରେ ପୁଣେରୁ ଓଡିଶାକୁ ଆସିବ ଟିକା

ଭୁବନେଶ୍ୱର-ଆଜି ଓଡିଶାକୁ ଆସିବ କୋଭିଡ ଟିକା । ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱର ଆସିବ ଟିକା । ଆଜି ଅପରାହ୍ନ ୪ଟା ୨୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ କୋଭିସିଲ୍ଡ ଟିକା ପହଂଚିବ ।

 

ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ସୁରକ୍ଷା ଓ ପରିବହନ ବ୍ୟବସ୍ଥା ଠିକ୍ ଭାବେ କରିବାକୁ ଚିଠି ଲେଖାଯାଇଛି । ଏଏସସି ପ୍ରଦୀପ୍ତ ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି ।

Comments are closed.