ଅବକାରୀ ସବ୍ ଇନ୍ସପେକ୍ଟର ଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର: ବେଲପାହାଡର ଅବକାରୀ ସବ୍ ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ର ଚଢାଉ । ବେଲପାହାଡ ଏବଂ ସମ୍ବଲପୁରର ୪ଟି ସ୍ଥାନରେ ଏକକାଳୀନ ଚଢାଉ ! ସମ୍ବଲପୁର ସହରର କଲ୍ୟାଣନଗରସ୍ଥିତ ବାସଭବନ ଏବଂ ଗୋବିନ୍ଦତୋଳା ଶ୍ବଶୁର ଘର ଓ ସମ୍ବଲପୁରସ୍ଥିତ ଅବକାରୀ ଅଫିସରେ ଚଢାଉ ।

ଉଭୟ ଦମ୍ପତି ଅବକାରୀ ବିଭାଗରେ ଚାକିରୀ କରନ୍ତି ! ସ୍ତ୍ରୀ ପ୍ରମିଳା ଆଚାର୍ଯ୍ୟ ଅବକାରୀ କନେଷ୍ଟବଲ ।

Comments are closed.