ଆଜି ଓଡିଶାକୁ ଆସିବ ୯୦ ହଜାର କୋଭିଶିଲ୍ଡ ଟିକା

ଭୁବନେଶ୍ୱର- ଆଜି ଅପରାହ୍ନରେ ଓଡିଶାରେ ପହଂଚିବ ୯୦ ହଜାର କୋଭିିଶିଲ୍ଡ ଟିକା । ଟିକା ଆସିଲେ ଅଧିକ ଟିକାଦାନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯିବ । ଟିକା ଅଭାବ ଯୋଗୁଁ ରାଜ୍ୟର ଅନେକ ଟିକାଦାନ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ଏବେ ମାତ୍ର ୪୬୪ କେନ୍ଦ୍ରରେ ହିଁ ଟିକାଦାନ ଚାଲିଛି । ଗତକାଲି ୬୧୭ କେନ୍ଦ୍ରରେ ୬୫ ହଜାର ୭୭୬ ଜଣଙ୍କୁ ଟିକା ଦିଆଯାଇଛି ।

Comments are closed.