ଆରଟିଇ ପାରଦର୍ଶୀ ପୋର୍ଟାଲ ଉଦଘାଟିତ

ଭୁବନେଶ୍ୱର- ଆରଟିଇ ପାରଦର୍ଶୀ ପୋର୍ଟାଲ ଉଦଘାଟିତ ହୋଇଛି । ଓଡିଶା ସ୍କୁଲ ଶିକ୍ଷା ବିଦ୍ୟାଳୟ ପ୍ରାଧିକରଣ ଅଫିସରେ ଉଦଘାଟିତ ହୋଇଛି ଏହି ପୋର୍ଟାଲ୍ । ଏହି ପୋର୍ଟାଲ ଜରିଆରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପୋର୍ଟାଲ ଆରମ୍ଭ ହୋଇଛି ।

Comments are closed.