ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦୃଷ୍ଟିରୁ ସବୁ ସ୍କୁଲ ଛୁଟି, ସରସ୍ୱତୀ ପୂଜାରେ ବି ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ । ରାଜ୍ୟବ୍ୟାପୀ କଂଗ୍ରେସର ବନ୍ଦ ଡାକରା ଯୋଗୁଁ ସ୍କୁଲ ଛୁଟି ରହିବ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ଏପରିକି ସରସ୍ୱତୀ ପୂଜା ଦିନ ମଧ୍ୟ ସ୍କୁବ ବନ୍ଦ ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.