ଆୟ ବହିର୍ଭୂତ ସଂପତି ଠୁଳ : ଆରବି୍ ଡିଭିଜନର ବରିଷ୍ଠ କିରାଣିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର- ଆର ଏଣ୍ଡ୍ ବି ଡିଭିଜନର ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ କିରାଣି ଅସିତ ନାୟକଙ୍କ ଘରେ ଚଢାଉ ହୋଇଛି । ଭୁବନେଶ୍ୱରର ଡୁମଡୁମାରେ ଥିବା ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ଥିବା ପୈତୃକ ଘରେ ବି ଚଢାଉ ହୋଇଛି ।

Comments are closed.