ଏବେ ଖୋଲିବ ନାହିଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍

ଭୁବନେଶ୍ୱର- ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଏବେ ଖୋଲିବ ନାହିଁ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା । ବଢୁଥିବା ସଂକ୍ରମଣକୁ ଦେଖି ନିଷ୍ପତ୍ତିର ପୁନଃବିଚାର କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

Comments are closed.