କୋରୋନା ଆକ୍ରାନ୍ତ ଭାରତୀୟ ମହିଳା ହକି ଦଳର ସଦସ୍ୟ ଓ ଷ୍ଟାଫ୍‌ଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ସମେତ ୭ ଜଣ ଖେଳାଳି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦଳର ଦୁଇ ଜଣ ସପୋର୍ଟ ଷ୍ଟାଫ୍ ବି କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ସମସ୍ତଙ୍କ ଆଶୁ ଆରୋଗ୍ୟ ଓ ସୁସ୍ୱାସ୍ଥ୍ୟ କାମନା କରିଛନ୍ତି ।

Comments are closed.