ଗଣତନ୍ତ୍ର ଦିବସ : ରାଜ୍ୟସ୍ତରୀୟ ଉତ୍ସବରେ ଭୁବନେଶ୍ୱରରେ ତ୍ରିରଙ୍ଗା ଉତ୍ତୋଳନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି

ଭୁବନେଶ୍ୱର- ଗଣତନ୍ତ୍ର ଦିବସର ମୁଖ୍ୟ ସମାରୋହ ରାଜଧାନୀ ଭୁବନେଶ୍ୱରରେ ଆୟୋିତ ହୋଇଛି । ସ୍ଥାନୀୟ ଗାନ୍ଧିମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡର ଅଭିଭାଦନ ଗ୍ରହଣ କରିଛନ୍ତି । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହରେ ଯୋଗ ଦେଇଛନ୍ତି ।

Comments are closed.