ଝାରସୁଗୁଡା ବନ୍ଧବାହାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର- ଝାରସୁଗୁଡା କୋଭିଡ ହସପିଟାଲରେ ଭେଂଟିଲେଟର ଆଇସିୟୁ ଶଯ୍ୟା ବୃଦ୍ଧି ପାଇବ । ଆଉ ୨୦ଟି ଭେଂଟିଲେଟର ଆଇସିୟୁ ଶଯ୍ୟା ବ୍ୟବସ୍ଥା କରାଯିବ । ଏହାଛଡା ବନ୍ଧବାହାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ହେବ । ଝାରସୁଗୁଡା ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

Comments are closed.