ଦିନକରେ ୨ ହଜାର ୫୧୦ ସୁସ୍ଥ, ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୬୫ ହଜାର ୩୨୩କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୨ ହଜାର ୫୧୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୬୫ ହଜାର ୩୨୩କୁ ବୃଦ୍ଧି ପାଇଛି ।

ଖୋର୍ଧା ଜିଲ୍ଲାରୁ ସବା ର୍ଧିକ ୪୩୫ , ଗଂଜାମରୁ ୨୭୭,କଟକରୁ ୨୨୫ ଓ ପୁରୀ ଜିଲ୍ଲାରୁ ୨୧୮ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ ୧୮୨ , ଯାଦପୁରରୁ ୧୩୫, ମୟୂରଭଂଜରୁ ୧୧୯,ବାଲେଶ୍ୱରରୁ ୧୦୧ ,ଗଜପତିରୁ ୮୯ ଓ ମାଲକାନଗିରିରୁ ୭୫ ଜଣ ସୁସ୍ଥ ହୋଇଛନ୍ତି ।

Comments are closed.