Browsing Tag

COVID-19

କୋରୋନାର ତୃତୀୟ ପ୍ରବାହ ପାଇଁ ଓଡିଶା ପ୍ରସ୍ତୁତ : ଡିଏମଇଟି

ଭୁବନେଶ୍ୱର- ମହାରାଷ୍ଟ୍ରରେ କୋରୋନାର ତୃତୀୟ ପ୍ରବାହ ଅପେକ୍ଷାକୃତ ଶୀଘ୍ର ଆସିପାରେ । ଏ ନେଇ ମହାରାଷ୍ଟ୍ର ସରକାର ଚେତାବନୀ ଦେଲା ପରେ ଅନ୍ୟ ରାଜ୍ୟରେ ବି କୋରୋନାର ତୃତୀୟ ପ୍ରବାହ ଶୀଘ୍ର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତୃତୀୟ ପ୍ରବାହ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି…

କାରୋନା ଅପଡେଟ୍‌: ୫୮ ଦିନ ପରେ ଦୁଇ ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ଆଉ ୬୨,୪୮୦ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନାର ଆଉ ୬୨,୪୮୦ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୫୮୭ ଲୋକଙ୍କ ମୃତ୍ୟୁ ହୋଇଛି । ୫୮ ଦିନ ପରେ ଦୈନିକ ମୃତ୍ୟୁ ସଂଖ୍ୟା ଦୁଇ ହଜାର ତଳକୁ ଖସିିଛି । ଦିନକରେ କରୋନାରୁ ୮୮,୯୭୭ ଳେଶକ ସୁସ୍ଥ ହୋଇଛନ୍ତି । ଦେଶରେ କ୍ରମାଗତ ୧୧ ଦିନ ଧରି ନୂଆ…

ରାଜ୍ୟରେ ୩ ହଜାର ୮୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଚାରି ହଜାର ତଳକୁ ହିଁ ରହିଛି । ଗତ ୨୪ ଘଂଟାରେ ୩ ହଜାର ୮୦୬ ନୂଆ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୧୭୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ…

ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ, ପଂଚସୂତ୍ରୀ ନିୟମ କଡାକଡି ପାଳନ ମାନିବାକୁ ଦୋକାନୀଙ୍କୁ…

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା କମ୍ ଥିବାରୁ ଜିଲ୍ଲା ବର୍ତ୍ତମାନ ଗ୍ରୀନଜୋନରେ ରହିଛି । ରାଜ୍ୟ ସରକାରଙ୍କ କ୍ୟାଟୋଗୋରୀ ଏ ଜିଲ୍ଲା ସମୂହରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା । ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆଂଶିକ ଲକଡାଉନ ଜାରି…

ଉପକୂଳରେ ସଂକ୍ରମଣ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ଫୋକସ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଲା ପରେ ଉପକୂଳକୁ ଅଧିକ ଫୋକସ କରାଯାଉଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଘର ଘର ବୁଲି ବ୍ୟାପକ ସର୍ଭେ କରାଯିବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିପାଇଁ…

କରୋନା ଅପଡେଟ୍‌: କ୍ରମାଗତ ଦଶମ ଦିନ ଲକ୍ଷେରୁ କମ୍ ସଂକ୍ରମଣ, ଆଉ ୬୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୩୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୭,୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୨୩୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ କରୋନାରୁ ଦିନକରେ ୧ ଲକ୍ଷ ୩ ହଜାର ୫୭୦ ଲୋକ ସୁସ୍ଥ ହୋଇଛନ୍ତି । ଯଦିଓ ଗତକାଲି ତୁଳନାରେ ଆଜି…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ସ୍ଥିର, ଦିନକରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୬୩୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୯୬ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୬୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୫, କଟକରୁ ୪୩୮, ଯାଜପୁରରୁ ୩୦୫, ବାଲେଶ୍ୱରରୁ ୨୬୨, ଅନୁଗୁଳରୁ ୨୦୪, ପୁରୀରୁ ୧୯୯…

ମହାମାରୀକୁ ଲଗାମ ଦେଉଛି ଓଡ଼ିଶା

ଲେଖକ : ପ୍ରତିଭା ନେପାକ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ କୌଶଳ, ଆଗୁଆ ଯୋଜନା, ସଠିକ ପଦକ୍ଷେପ କାମ ଦେଲା। ଅନ୍ୟ ଛୋଟ ବଡ଼ ରାଜ୍ୟମାନଙ୍କ ଠାରୁ ବେଶ୍ ଉନ୍ନତ ସ୍ଥିତିରେ ରହି ଓଡ଼ିଶା ଚଳିତ ଶତାବ୍ଦୀର ଏଯାବତ୍‌ ସବୁଠୁ ବଡ଼ ମହାମାରୀକୁ ଦ୍ବିତୀୟ ଥର ଅଧିକ ନିୟନ୍ତ୍ରଣ କରିବାରେ ସକ୍ଷମ…

ରାଜ୍ୟରେ ଆଜିଠାରୁ ଆଂଶିକ ଲକଡାଉନ ଆରମ୍ଭ,୧୭ଟି ଜିଲ୍ଲାରେ ସଂଧ୍ୟା ୫ଟା ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଆଂଶିକ ଲକଡାଉନ । ଜୁଲାଇ ପହିଲା ଯାଏ ଏହା ବଳବତ୍ତ ରହିବ । ସାପ୍ତାହିକ ସଟଡାଉନ ଓ ରାତ୍ରକାଳୀନ କର୍ଫ୍ୟୁ ମଧ୍ୟ ପୂର୍ବଭଳି ଜାରି ରହିବ । ୧୭ଟି ଜିଲ୍ଲାରେ କଟକଣା କୋହଳ କରାଯାଇଛି ।ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବା ଦକ୍ଷିଣ ଓ ପଶ୍ଚିମ…