ନୂଆବର୍ଷରେ କଲେଜରେ ପାଠପଢା ନେଇ ଉଚ୍ଚଶିକ୍ଷା ସଚିବ ଆଶାବାଦୀ, ରାଜ୍ୟ ସରକାର ନେବେ ଚୂଡାନ୍ତ ନିଷ୍ପତି

ଭୁବନେଶ୍ୱର- କଲେଜରେ ପାଠ ପଢା ଆରମ୍ଭ ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ, ନୂଆବର୍ଷରେ କଲେଜରେ କ୍ଲାସ ହେବା ନେଇ ଆଶା କରାଯାଏ । ତେବେ, ଏ ନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଂଚିବ । ୭୦-୮୦ ଦିନ କ୍ଲାସରେ ପାଠପଢା ପରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

କଲେଜ ଖୋଲିବାରେ ଅଧିକ ବିଳମ୍ବ ହେଲେ ସିଲାବସ କମିପାରେ । ଅନଲାଇନ ପଢାକୁ ନେଇ ପରୀକ୍ଷା ହେଲେ ଫେଲ୍ ପ୍ରତିଶତ ବଢିବ ବୋଲି ଶାଶ୍ୱତ ମିଶ୍ର କହିଛନ୍ତି ।

Comments are closed.