ନ୍ୟୁଜରୁମ: ସକାଳର ଖବର

  • ଆସନ୍ତା ୯ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ଦୋକାନବଜାର ଅପରାହ୍ନ ୨ଟାରୁ ବନ୍ଦ ରହିବ, ଜିଲ୍ଲାପାଳ ଦେଲେ ସୂଚନା
  • କୋରୋନା ଯୋଦ୍ଧାଙ୍କ ପାଇଁ ପୂର୍ବଭଳି ଜାରି ରହିବ ଅନୁକଂପାମୂଳକ ସରକାରୀ ସହାୟତା ଯୋଜନା
  • କୋଭିଡ ନିୟନ ନ ମାନି ଏପ୍ରିଲ ମାସରେ ୪୧୮ ଅମାନିଆ ଗିରଫ : ଡିଜିପି
  • ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ ଯାଏଁ ଦୋକାନ ବଜାର ବନ୍ଦ
  • ମାଜିଷ୍ଟ୍ରେଟ ଓ କର୍ମଚାରୀ କୋରୋନା ପଜିଟିଭ : ଝାରସୁଗୁଡା କୋର୍ଟ ପରିସର ୭ ଦିନ ପାଇଁ ସିଲ୍
  • ଅଙ୍ଗାଡିଆ ସ୍କିମ୍ : ଗିରଫ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ କମାଇଲା ଟିକା ମୂଲ୍ୟ, ରାଜ୍ୟମାନଙ୍କୁ ୪୦୦ ଟଙ୍କାରେ ମିଳିବ ‘କୋଭାକ୍ସିନ୍’ର ପ୍ରତି ଡୋଜ୍
  • ସୁପ୍ରିମକୋର୍ଟରେ ଦାୟର ପିଟିସନ୍‌ରେ ଦାବି, କରୋନା ଟିକାକରଣରେ ହୋଇଛି ୩୨ ହଜାର କୋଟିର ସ୍କାମ୍
  • କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ୭.୫ କୋଟି ଦାନ କଲା ରାଜସ୍ଥାନ ରୟାଲ୍ସ
  • ନିଜ ନାଗରିକଙ୍କୁ ଯଥାଶୀଘ୍ର ଭାରତ ଛାଡ଼ିବାକୁ କହିଲା ଆମେରିକା

Comments are closed.