ନ୍ୟୁଜରୁମ: ସକାଳର ଖବର

  • ଆଜିଠାରୁ ୧୯ ତାରିଖ ଯାଏଁ ସାରାରାଜ୍ୟରେ ଲକଡାଉନ୍
  • ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କଲେ ନବୀନ
  • କାଲିଠାରୁ ମେ ୩୧ତାରିଖ ଯାଏଁ ରାଜ୍ୟରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଅବକାଶ
  • ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଗୋଳନ୍ଥରା ଥାନାର ଦୁଇ ପୋଲିସ କର୍ମଚାରୀ ସସପେଣ୍ଡ୍‌, ଆଇଆଇସିଙ୍କୁ ବଦଳି
  • ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଉପରେ ଲାଗିପାରେ ରୋକ୍‌, ମେ ୧୭ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି
  • ବିହାରରେ ମେ ୧୫ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌
  • ୟୁପି ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଝଟ୍‌କା, ଅଯୋଧ୍ୟା, ବାରାଣସୀରେ ଧରାଶାୟୀ
  • କରୋନା ବିଗାଡ଼ିଲା ଖେଳ: ଆଇପିଏଲ୍‌-୨୦୨୧ ସ୍ଥଗିତ
  • କଙ୍ଗନାଙ୍କ ଆକାଉଣ୍ଟ୍ ବନ୍ଦ କଲା ଟ୍ୱିଟର

Comments are closed.