ପଞ୍ଜାବ କେଶରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ସ୍ୱାଧୀନତା ସଂଗ୍ରାମୀ ପଂଜାବ କେଶରୀ ଲାଲା ଲଜପତ ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଲା ଲଜପତ ରାୟ ଜଣେ ଜାତୀୟତାବାଦୀ ଓ ସ୍ୱଦେଶୀ ଆନ୍ଦୋଳନର ମହାନ କର୍ଣ୍ଣଧାର ଥିଲେ । ତାଙ୍କର ଗଭୀର ଦେଶପ୍ରେମ ଓ ବଳିଦାନ ସବୁବେଳେ ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାେ କହିଛନ୍ତି ।

Comments are closed.