ଦେବାଭିଷେକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ, ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ- ଆଜି ପବିତ୍ର ପୌଷ ପୂର୍ଣ୍ଣିମା ବା ଦେବାଭିଷେକ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ହେଉଛି । ରତ୍ନ ସିଂହାସନରେ ଶ୍ରୀଜିଉମାନେ ଭକ୍ତଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ । ଶ୍ରୀଜିଉଙ୍କ ସୁନାବେଶ ଲାଗି ହେବ । ମହାପ୍ରଭୁଙ୍କ ୩୯ଟି ନୀତି ସଂପାଦନ ହେବ । ଏଣେ ପୌଷପୂର୍ଣ୍ଣିମା ଉପଲକ୍ଷେ ମହାରାଜ ଗଜପତି ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ହେବ ।

Comments are closed.