ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ହୋଇଯାଇଛି । କିଡନୀ ରୋଗରେ ପୀଡିତ ଥିଲେ ବିବେକାନନ୍ଦ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ୧୯୭୭ ଓ ୧୯୯୦ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲୋ ୧୯୮୧ରୁ ୧୯୮୩ ଯାଏଁ ସେ ତତ୍କାଳୀନ ଜନତା ଦଳର ଜିଲ୍ଲା ସଭାପତି ଓ ୧୯୭୭ରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଥିଲେ ।

Comments are closed.