ପିସିସି ସଭାପତିଙ୍କ ବିରୋଧରେ ପୁଣି ଅସନ୍ତୁଷ୍ଟଙ୍କ ମେଳି

ଭୁବନେଶ୍ୱର- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ପୁଣି ଅସନ୍ତୋଷ ଦାନା ବାନ୍ଧିଛି । ତାଙ୍କ ବିରୋଧରେ ଅସନ୍ତୁଷ୍ଟାନେ ଏକାଠି ହୋଇଛନ୍ତି । ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ନିରଞ୍ଜନ ବିରୋଧୀ ନେତାମାନେ ଏକାଠି ହୋଇଥିବା ଖବର ମିଳିଛି । ପିସିସି ସଭାପତି ପରିବର୍ତ୍ତନ ସହ ରାଜ୍ୟ କଂଗ୍ରେସର ସାଂଗଠନିକ ପୁନର୍ଗଠନ ଦାବି କରୁଛନ୍ତି ଅସନ୍ତୁଷ୍ଟ ନେତାଏଁ ।

Comments are closed.