ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ ଯାଏଁ ଦୋକାନ ବଜାର ବନ୍ଦ

ପୁରୀ – କୋରୋନା ସଂକ୍ରମଣ ବଢୁଥିବାରୁ ପୁରୀର ଏକାଧିକ ବ୍ୟବସାୟୀ ସଂଘ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି । ଏ ନେଇ ପୁରୀ ଡିଷ୍ଟ୍ରିବ୍ୟୁଟର ଆଣ୍ଡ୍ ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ପୁରୀ ଏସପିଙ୍କୁ ଅବଗତ କରାଯାଇଛି । ତେବେ, ମେଡିସିନ, ଏଲପିଜି ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦିଆଯାଇଛି ।

Comments are closed.