ପ୍ରେମ ପ୍ରତାରଣା ଅଭିଯୋଗରେ ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକ ଅଟକ

ମାଲକାନଗିରି- ପ୍ରେମ ପ୍ରତାରଣା ଅଭିଯୋଗରେ ମାଲକାନଗିରି ସଦର ଡିଏସପି ଅଟକ । ମାଲକାନଗିରି ଡିଏସପି ଅକ୍ଷୟ ନାୟକଙ୍କୁ ଅଟକ ରଖିଛି କଳାହାଣ୍ଡି ପୋଲିସ । ଅଟକ ଡିଏସପି ମହିଳା କନେଷ୍ଟବଳଙ୍କୁ ମନ୍ଦିରରେ ବିବାହ କଲା ପରେ ପ୍ରତାରଣା ଦେଇଥିବା ଅଭିଯୋଗ । କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏସଡିପିଓ ଥିଲେ ଅଭିଯୁକ୍ତ ଅକ୍ଷୟ ନାୟକ ।

Comments are closed.