ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି, ଅତିରିକ୍ତ ଡିଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର-ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି ଦିଆଯାଇଛି । ତାଙ୍କର ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି । ବୋଥ୍ରା ହେଉଛନ୍ତି ୧୯୯୬ ବ୍ୟାଚର ଆଇପିଏସ । ସଂଜୟ ସିଂହ ଓ ସୁନୀତା କାକରନଙ୍କୁ ମଧ୍ୟ ପଦୋନ୍ନତି ମିଳିଛି । ଏଡିଜି ପାହ୍ୟାକୁ ସଂଜୟ ଓ ସୁନୀତାଙ୍କ ପଦୋନ୍ନତି ହୋଇଛି ।

Comments are closed.