Browsing Tag

Arun Bothra

ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି, ଅତିରିକ୍ତ ଡିଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର-ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି ଦିଆଯାଇଛି । ତାଙ୍କର ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି । ବୋଥ୍ରା ହେଉଛନ୍ତି ୧୯୯୬ ବ୍ୟାଚର ଆଇପିଏସ । ସଂଜୟ ସିଂହ ଓ ସୁନୀତା କାକରନଙ୍କୁ ମଧ୍ୟ ପଦୋନ୍ନତି ମିଳିଛି ।…

ଯଦୁପୁର ନାବାଳିକା ହତ୍ୟା ମାମଲା ନେଇ ଏସଆଇଟି ମୁଖ୍ୟଙ୍କ ପ୍ରତିକ୍ରିୟା : ଯୈାନ ନିର୍ଯାତନା ହିଁ ହତ୍ୟାର ପ୍ରମୁଖ କାରଣ

ଭୁବନେଶ୍ୱର- ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଗିରଫ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ସେ କହିଛନ୍ତି । ଯୈାନ ନିର୍ଯାତନା ହିଁ ହତ୍ୟାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।…