ବିଧାନସଭାରେ ଆଜି ବଜେଟ ଉପରେ ହେବ ଆଲୋଚନା

ଭୁବନେଶ୍ୱର- ବିଧାନସଭାରେ ଆଜିଠାରୁ ରାଜ୍ୟ ବଜେଟ ୨୦୨୧-୨୨ ଉପରେ ଆଲୋଚନା ହେବ । ଅପରାହ୍ନ ଅଧିବେଶନରେ ବଜେଟ ଉପରେ ଆଲୋଚନା ହୋଇପାରେ । ଗତ ୨୨ ତାରିଖରେ ବଜେଟ ଉପସ୍ଥାପନ ହୋଇଥିଲା । ଏଣେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପି ମୁଲତବୀ ପ୍ରସ୍ତାବ ଦେଇଛି । ବାଚସ୍ପତି ପ୍ରସ୍ତାବ ଗ୍ରହଣ କଲେ ଏହା ଉପରେ ଆଲୋଚନା ହେବ ।

Comments are closed.