ବିବାହ କରିବେ ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ୱର- ଓଡିଆ ଫିଲ୍ମର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ଆବଦ୍ଧ ହେବେ । ଆସନ୍ତାକାଲି ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ସ୍ଥାନରେ ହେବ ବିବାହ ଉତ୍ସବ । ବିବାହ ନେଇ ଟ୍ୱିଟ କରି ଖୋଦ୍ ସୂଚନା ଦେଇଛନ୍ତି ସବ୍ୟସାଚୀ । ଦୁହେଁ ବିବାହ କରିପାରନ୍ତି ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ।

Comments are closed.