ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ସମ୍ବଲପୁର- ସମ୍ବଲପୁର ବୁର୍ଲା ଭିସୁଟର ୨୫ ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ହୋଇଛନ୍ତି । ୩ଟି ଛାତ୍ରାବାସରୁ ଗତ ଦୁଇ ଦିନ ମଧ୍ୟରେ ୨୫ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କୁ ଭିସୁଟ ନ ଆସିବା ପାଇଁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.