ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ କୋରୋନା ଟିକାର ବ୍ୟବହାର ପାଇଁ ଚୂଡାନ୍ତ ଅନୁମତି

ନୂଆଦିଲ୍ଲୀ –ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ କୋରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଚୂଡାନ୍ତ ଅନୁମତି ମିଳିଛି । ଭାରତର ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ-ଡିସିଜିଆଇ ଏହି ଦୁଇ ଟିକାର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ପୂର୍ବରୁ ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରଥମେ କୋଭିସିଲ୍ଡ ଓ ପରେ କୋଭାକ୍ସିନ ପାଇଁ ଅନୁମତି ମିଳିଥିଲା । କୋରୋନା ଟିକାକରଣର ଡ୍ରାଏ ରନ୍ ପରେ ପରେ ଏହି ଦୁଇ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ।

Comments are closed.