Browsing Tag

COVID-19 Vaccine

ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ଅନୁମତି

ନୂଆଦିଲ୍ଲୀ: ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ)ର ଏକ୍ସପର୍ଟ କମିଟି (ଏସ୍ଇସି) ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି ଦେଇଛି | ବୁଧବାର ଏ ବାବଦରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏକ୍ସପର୍ଟ କମିଟି ଏହି ନାସାଲ୍ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ…

ଆଜିଠାରୁ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଆଜିଠାରୁ ଦେଶରେ ୧୫-୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ ହେଉଛି | ଏଥିପାଇଁ ସବୁ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି । ଦେଶରେ ଏହି ବୟସ ବର୍ଗର ୮ କୋଟି ପିଲା ଅଛନ୍ତି । ଏଥିମଧ୍ୟରୁ ପ୍ରାୟ ସାଢେ଼ ୬ କୋଟି ହେଉଛନ୍ତି ସ୍କୁଲ…

ଆଜିଠାରୁ କିଶୋରମାନଙ୍କୁ ଟିକା, ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ଟିକାକରଣ ଶେଷ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ଆଜିଠାରୁ ୧୫ ବର୍ଷରୁ ୧୮ ବର୍ଷୀୟଙ୍କୁ ଦିଆଯିବ କୋରୋନା ଟିକା । ପୂର୍ବରୁ କିମ୍ବା ଟିକାଦାନ କେନ୍ଦ୍ରରେ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ ବ୍ୟବସ୍ଥା ହୋଇପାରିବ । ଟିକାଦାନ ପାଇଁ ୯୩୯ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୧୫ ଲକ୍ଷ କୋଭାକ୍ସିନ ଟିକା ପ୍ରସ୍ତୁତ ରହିଛି । ଜାନୁଆରୀ ଶେଷ…

ପିଲାମାନଙ୍କ ଟିକାକରଣ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର-ରାଜ୍ୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଛି | ବିଶେଷ କରି ବହୁ ସଂଖ୍ୟକ ଲୋକ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି। | ରାଜ୍ୟଗୁଡିକର କରୋନା ସ୍ଥିତ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏକ ବଡ଼ ବୈଠକ ଡାକିଛି। ବୈଠକରେ ପିଲାମାନଙ୍କ ଟିକାକରଣ…