ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ସମୟସୀମା ୧୨ତାରିଖ ମଧ୍ୟରାତ୍ରୀ ଯାଏଁ ବୃଦ୍ଧି

କଟକ-ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମାକୁ ଏହି ମାସ ୧୨ ତାରିଖ ମଧ୍ୟରାତ୍ରୀ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ୧୦ ତାରିଖ ଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ବହୁ ଛାତ୍ରଛାତ୍ରୀ ଫର୍ମପୂରମ କରି ପାରି ନ ଥିବା ଅଭିଯୋଗ ହୋଇଥିଲା । ସେଥିପାଇଁ ଫର୍ମପୂରଣ ସମୟସୀମା ଦୁଇଦିନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାିଥିବା ଜଣାପଡିଛି । ମେ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ।

Comments are closed.