ଶ୍ରମିକଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର- ମହାମାରୀ ସମୟରେ ଶ୍ରମିକଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି ରାଜ୍ୟ ସରକାର । ଶ୍ରମିକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଏକ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଟୋଲ୍ ଫ୍ରି ନମ୍ବର ହେଲା – ୧୮୦୦୩୪୫୬୭୦୩ । କୌଣସି ସମସ୍ୟା ଥିଲେ ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଶ୍ରମିକମାନେ ସେମାନଙ୍କ ସମସ୍ୟା ଜଣାଇପାରିବେ ।

Comments are closed.