ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ଗଜ ଉଦ୍ଧାରଣ ବେଶ

ପୁରୀ- ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ହେଉଛି । ଦ୍ୱିପ୍ରହର ଧୂପ ସରିବା ପରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ହୋଇଥାଏ । ସଂଧ୍ୟା ସାହାଣା ମେଲା ହେବା ଯାଏଁ ଗଜ ଉଦ୍ଧାରଣ ବେଶ ରହିଥାଏ । ମହାପ୍ରଭୁଙ୍କ ଏହି ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Comments are closed.