ସମଲେଶ୍ୱରୀ ମନ୍ଦିରରୁ ଆରମ୍ଭ ହେଲା ଟୁରିଷ୍ଟ ବସ ସେବା

ସମ୍ବଲପୁର- ମାଆ ସମଲେଶ୍ୱରୀ ମନ୍ଦିରରୁ ଆଜିଠାରୁ ଆରମ୍ଭ ହୋଇଛି ଟୁରିଷ୍ଟ ବସ୍ ସେବା । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରତି ରବିବାର ଏହି ବସ୍‌ରେ ସମଲେଶ୍ୱରୀ ମନ୍ଦିରରୁ ହୀରାକୁଦ, ଘଂଟେଶ୍ୱରୀ ଓ ଡେବରିଗଡ ବୁଲିପାରିବେ ପର୍ଯ୍ୟଟକ ।

Comments are closed.