Browsing Tag

Maa Samaleswari Temple

ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକାର ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର…

ଆଜିଠୁ ମାଁ ସମଲେଇ ମନ୍ଦିରରେ ଲାଇଟ ଓ ସାଉଣ୍ଡ ସୋ, ଶବ୍ଦ ଓ ଆଲୋକରେ ଶୁଭିବ ସମ୍ବଳ ମାଟିର ବୀର ଗାଥା

ସମ୍ବଲପୁର; ସମ୍ବଲପୁରର ବୀର ମାଟିର ଇତିହାସ ସହିତ ଏହାର ରୁଦ୍ଧିମନ୍ତ ସଂସ୍କ୍ରୁତିର ଝଲକ ଏଣିକି ମାଁ ସମଲେଇ ମନ୍ଦିରରେ ଗୁଞ୍ଜରିତ ହେବ । ଆଜି ଠାରୁ ବହୁ ପ୍ରତୀଖୀତ ସାଉଣ୍ଡ ଓ ଲାଇଟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବାକୁ ଯାଉଛନ୍ତି । ଗତ ୨୦୧୭…

ସମଲେଇ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ସବୁ ବର୍ଗ ପାଇଁ ଆକର୍ଷଣୀୟ ଥଇଥାନ ପ୍ୟାକେଜ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ପ୍ୟାକେଜକୁ ଅନୁମୋଦନ କରି…

ମା ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ

ଭୁବନେଶ୍ବର: କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମା ସମଲେଇ । ମା ଙ୍କ ପବିତ୍ର ପୀଠ ସମ୍ବଲପୁରର ମା ସମଲେଶ୍ବରୀ ମନ୍ଦିର।ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ନବରାତ୍ରୀ, ଦଶହରା, ନୂଆଖାଇ ଓ ଗୁରୁତ୍ବପୂର୍ଣ୍ଣ…

ସମଲେଶ୍ୱରୀ ମନ୍ଦିରରୁ ଆରମ୍ଭ ହେଲା ଟୁରିଷ୍ଟ ବସ ସେବା

ସମ୍ବଲପୁର- ମାଆ ସମଲେଶ୍ୱରୀ ମନ୍ଦିରରୁ ଆଜିଠାରୁ ଆରମ୍ଭ ହୋଇଛି ଟୁରିଷ୍ଟ ବସ୍ ସେବା । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରତି ରବିବାର ଏହି ବସ୍‌ରେ ସମଲେଶ୍ୱରୀ ମନ୍ଦିରରୁ ହୀରାକୁଦ, ଘଂଟେଶ୍ୱରୀ ଓ ଡେବରିଗଡ ବୁଲିପାରିବେ ପର୍ଯ୍ୟଟକ ।

ପୂର୍ବ ଭାରତର ଅନ୍ୟତମ ପ୍ରସିଦ୍ଧ ପୀଠ ପାଲଟିବ ସମଲେଶ୍ୱରୀ ମନ୍ଦିର

ଲାଇଟ୍ ଓ ସାଉଣ୍ଡ ପ୍ରକଳ୍ପ ଶୁଭାରମ୍ଭ ଶୀଘ୍ର ୨ ମାସ ମଧ୍ୟରେ ଉନ୍ନତିକରଣ କାମ ଆରମ୍ଭ ସମ୍ବଲପୁର: ସମଗ୍ର ପୂର୍ବ ଭାରତର ଅନ୍ୟତମ ପ୍ରସିଦ୍ଧ ପୀଠ ଭାବେ ପରିଣତ ହେବାକୁ ଯାଉଛି ଆରାଧ୍ୟ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର…

ଆସନ୍ତାମାସ ୩ ତାରିଖରୁ ଖୋଲିବ ସମଲେଶ୍ୱରୀ ମନ୍ଦିର, ପ୍ରଥମ ୫ ଦିନ ସମ୍ବଲପୁରବାସୀଙ୍କ ପାଇଁ ଦର୍ଶନ ସୁଯୋଗ

ସମ୍ବଲପୁର – ଜାନୁଆରୀ ୩ ତାରିଖରୁ ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ଖୋଲିବ । ମନ୍ଦିର ଖୋଲିବା ଓ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଏସଓପି ଜାରି କରିଛି । ଜାନୁଆରୀ ୩ରୁ ୭ ତାରିଖ ଯାଏଁ ସମ୍ବଲପୁରବାସୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ । ୮ ତାରିଖରୁ…

ଜାନୁଆରୀ ୩ ତାରିଖରେ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର – କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ପ୍ରମୁଖ ମନ୍ଦିର ସବୁ ଖୋଲିବାକୁ ଯାଉଛି । ସମ୍ବଲପୁରର ଆରାଧ୍ୟା ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ଖୋଲିବାକୁ ନିଷ୍ପତି ନିଆଯାଇଛି । ଜାନୁଆରୀ ୩ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ…