ସାର୍ଥକ ଷଡଙ୍ଗୀ ହେବେ ପଶ୍ଚିମାଞ୍ଚଳ ପୋଲିସ ଆଇଜି

ଭୁବନେଶ୍ୱର – ସାର୍ଥକ ଷଡଙ୍ଗୀଙ୍କୁ ପଶ୍ଚିମାଂଚଳ ପୋଲିସ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଏବେ ସାର୍ଥକ ଷଡଙ୍ଗୀ ଉତ୍ତର –କେନ୍ଦ୍ରାଚଂଳ ଡିଆଇଜି ଅଛନ୍ତି । ବର୍ତ୍ତମାନର ପଶ୍ଚିମାଂଚଳ ଆଇଜି କବିତା ଜଲାନ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଉପମହାନିର୍ଦ୍ଦେଶକ ହେବେ କବିତା ।

Comments are closed.