ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ନିର୍ମାଣ କଟକଣାକୁ ବିଜୟଙ୍କ ବିରୋଧ

ଭୁବନେଶ୍ୱର- ଏନଏମଏ ପକ୍ଷରୁ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’କୁ ବିଜେପି ନେତା ବିଜୟ ମହାପାତ୍ର ନାପସନ୍ଦ କରିଛନ୍ତି । ପ୍ରସ୍ତାବିତ କଟକଣା ଶ୍ରୀମନ୍ଦିର ପାଇଁ ଲାଗୁ ହେବା ଉଚିତ ନୁହେଁ ବୋଲି ବିଜୟ କହିଛନ୍ତି । ଶ୍ରୀମନ୍ଦିରକୁ ସ୍ୱତନ୍ତ୍ର ଭାବେ ବିଚାର କରାଯିବା ଆବଶ୍ୟକ । ଦେଶର ଅନ୍ୟ ମନ୍ଦିର ସହ ଶ୍ରୀମନ୍ଦିରକୁ ତୁଳନା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

Comments are closed.