ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ତାଲିକାରେ ସ୍ଥାନ ପାଇଁ ଦୂତୀଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର – ସମ୍ମାନଜନକ ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ଦୌଡରେ ସ୍ଥାନ ପାଇଥିବାରୁ ଧାବିକା ଦୂତୀଚାନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୂତିଚାନ୍ଦ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିବା ସହ ତାଙ୍କର ସଫଳତା କାମନା କରିଛନ୍ତି । ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ଦୌଡ ତାଲିକାରେ ଦୂତିଙ୍କ ସମେତ ୫ କ୍ରୀଡାବିତ ଅଛନ୍ତି ।

Comments are closed.