ଜିଏସଟି ଫାଙ୍କି ଅଭିଯୋଗରେ ଟିଟିଲାଗଡରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ

ବଲାଙ୍ଗିର – ଟିଟିଲାଗଡରେ ଜିଏସଟି ଓ ଏନଫୋର୍ସମେଂଟ ବିଭାଗର ଚଢାଉ ହୋଇଛି । ଜିଏସଟି ଫାଙ୍କି ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ ହୋଇଛି । ଅଗ୍ରୱାଲ ଟ୍ରେଡିଂ, ମନୀଷା ଷ୍ଟ୍ରଲିମ, ଶ୍ରୀଅମ୍ବିକା ଓ ଜି.ଏସ ଆଣ୍ଡ୍ କୋ ଉପରେ ଚଢାଉ ଜାରି ରହିଛି ।

Comments are closed.