କୋରୋନା ଯୋଗୁଁ ହୁମା ବକ୍ର ମନ୍ଦିରରେ ହେବ ନାହିଁ ଶିବରାତ୍ରି ମେଳା

ସମ୍ବଲପୁର- ସମ୍ବଲପୁର ଜିଲ୍ଲାରେ ହୁମା ବକ୍ର ମନ୍ଦିରରେ ଏଥର ଶିବରାତ୍ରି ମେଳା ହେବନାହିଁ । କରୋନା ଯୋଗୁଁ ଏ ବର୍ଷ ମେଳା ନ କରିବାକୁ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ମନ୍ଦିରରେ ବାବା ବିମଳେଶ୍ୱରଙ୍କ ପୂଜାର୍ଚ୍ଚନା ଜାରି ରହିବ । ଭକ୍ତମାନଙ୍କ ପାଇଁ ମନ୍ଦିରକୁ ପ୍ରବେଶ ଓ ଦର୍ଶନ ମନା ହୋଇଛି ।

Comments are closed.