ବିଜୁ ଜୟନ୍ତୀ ଉପଲକ୍ଷେ ସାଇକେଲ ରାଲି

ଭୁବନେଶ୍ୱର- ଆଜି ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ । ଏହି ଅବସରରେ ପ୍ରବାଦ ପୁରୁଷଙ୍କୁ ମନେ ପକାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ବିଜେଡି ପକ୍ଷରୁ ସାଇକେଲ ରାଲି ବାହାରିଥିଲା । ସକାଳ ସାଢେ ୬ଟାରେ ବାହାରିଥିବା ସାଇକେଲ ରାଲିରେ ଦଳର ବହୁ ନେତାକର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ ।

Comments are closed.