ବିଶ୍ୱ ପଖାଳ ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଅଜି ବିଶ୍ୱ ପଖାଳ ଦିବସ । ବିଶ୍ୱ ପଖାଳ ଦିବସରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆରେ ପୁରୁଣା ଫଟୋ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୮ରେ ଦେଶର ବରିଷ୍ଠ ରାଜନେତାଙ୍କ ସହ ପଖାଳ ଖାଇବାର ଫଟୋ ସୋସିଆଲ ମିଡିଆରେ ଛାଡି ବିଶ୍ୱ ପଖାଳ ଦିବସର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.