ରେଭେନସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, ଅଫଲାଇନ କ୍ଲାସ ବନ୍ଦ, କ୍ୟାମ୍ପସ ଭିତରକୁ ବାହାର ଲୋକ ମନା

କଟକ – ରେଭେନସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ କରିଦିଆଯାଇଛି । ବିଶ୍ୱବିଦ୍ୟାଳୟରୁ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ପଦକ୍ଷେପ ନିଆଯାଇଛି । ସ୍ଥିତି ସ୍ୱାଭାବିକ ହେବା ନ ଯାଏଁ ରେଭେନସାର ସବୁ ପରୀକ୍ଷା ବାତିଲ । ଅଫଲାଇନ ଶିକ୍ଷାଦାନ ବନ୍ଦ କରିଦିଆଯାଇଛି । ଅନଲାଇନରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯିବ । କ୍ୟାମ୍ପସ ଭିତରକୁ ବାହାର ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରାଯାଇଛି ।

Comments are closed.