ରାଜ୍ୟରେ ଆଉ ୨୧୮ କୋରୋନା ପଜିିଟିଭ ଚିହ୍ନଟ, ବରଗଡ ଜିଲ୍ଲାରୁ ସର୍ବାଧିକ ୩୪

ଭୁବନେଶ୍ୱର –ରାଜ୍ୟରେ ଆଉ ୨୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୧୨୯ ଓ ସ୍ଥାନୀୟ ଅଂଚଳରୁ ୮୯ ଜଣ ସଂକ୍ରମିତ ହୋଇଛନ୍ତି । ବରଗଡ ଜିଲ୍ଲାରୁ ସର୍ବାଧିକ ୩୪, ନୂଆପଡାରୁ ୨୯, ସୁନ୍ଦରଗଡରୁ ୨୬, ଖୋର୍ଦ୍ଧାରୁ ୨୫, କଟକରୁ ୧୬, କଳାହାଣ୍ଡିରୁ ୧୩, ଅନୁଗୁଳରୁ ୧୨ , ବଲାଙ୍ଗିରରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.