ଆଗାମୀ ତିନି ସପ୍ତାହ ଯାଏଁ ଝାରସୁଗୁଡାର ସବୁ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡା – ଆଗାମୀ ତିନି ସପ୍ତାହ ଯାଏଁ ଝାରସୁଗୁଡାର ସବୁ ସାପ୍ତାହିକ ହାଟ ବନ୍ଦ ରହିବ । କୋରୋନା ସଂକ୍ରମଣ ବୃଦ୍ଧି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଜିଲ୍ଲାପାଳ ସାପ୍ତାହିକ ହାଟ ବନ୍ଦ ରଖିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପରିବା ଓ ଖାଦ୍ୟ ସାମଗ୍ରୀ ବିଭିନ୍ନ ସ୍ଥାନରେ ବିକିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.